ଭୁବନେଶ୍ବର ପ୍ରାଚୀବିହାରରେ ସରୁନି ସ୍ବେରେଜ୍‌ ଯନ୍ତ୍ରଣା

ସୀମା ଟପୁଛି ୱାଟ୍‌କୋ ମନମାନି, ତୁରନ୍ତ କାର୍ଯ୍ୟ ନ ସରିଲେ ଆନ୍ଦୋଳନ ଚେତାବନୀ ଭୁବନେଶ୍ବର: ସ୍ବେରେଜ୍‌ ପାଇଁ ହୀନସ୍ତା ହେଉଛନ୍ତି ପ୍ରାଚୀବିହାର ବାସିନ୍ଦା। ବର୍ଷ ବର୍ଷ ପରେ ବି କାମ ସରୁନାହିଁ। ୱାଟକୋ ମନଇଚ୍ଛା ଖୋଳି ଛାଡ଼ି ଦେଉଛି। ଫଳରେ ଲୋକେ ଯାତାୟାତ ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରାଚୀବିହାର ଶିବ ମନ୍ଦିର ନିକଟରେ ତିନି ମାସରୁ ଅଧିକ ସମୟ ହେବ କାମ ହେଉଛି। ମନ୍ଥର ଗତିରେ କାମ … Continue reading ଭୁବନେଶ୍ବର ପ୍ରାଚୀବିହାରରେ ସରୁନି ସ୍ବେରେଜ୍‌ ଯନ୍ତ୍ରଣା